ଆସାମର ପୂର୍ବତନ ମୁଖ୍ଯମନ୍ତ୍ରୀଙ୍କ ବିୟୋଗ!

ଆସାମ ତା-୨୩-୧୧-୨୦୨୦ ଆସାମର ତିନି ଥରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ସାଂସଦ ତରୁଣ ଗୋଗେଇଙ୍କର ୮୬ ବର୍ଷ ବୟସରେ ଆଜି ସନ୍ଧ୍ୟାରେ ଗୌହାଟିର ଏକ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି ! ଅଗଷ୍ଟ ମାସ ଶେଷ ସପ୍ତାହରେ ସେ କରୋନା ଆକ୍ରାନ୍ତ ହୋଇଥିବା ବେଳେ କୋଭିଡ଼ ସଂକ୍ରମଣ ଯୋଗୁଁ ଅସୁସ୍ଥ ରହି ଦୀର୍ଘଦିନ ଧରି ତାଙ୍କର ଚିକିତ୍ସା ଚାଲି ଆସୁଥିଲା ! ସ୍ଵର୍ଗତ ଗୋଗେଇଙ୍କ ପ୍ରତି ରାଷ୍ଟ୍ରପତି, ନେତା, ରାଜନେତାଙ୍କ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ … Continue reading ଆସାମର ପୂର୍ବତନ ମୁଖ୍ଯମନ୍ତ୍ରୀଙ୍କ ବିୟୋଗ!